ଷଣ୍ଡାମର୍କ
ଦେଖଣା
ଷଣ୍ଡାମର୍କ
ଉଚ୍ଚାରଣ
[ସମ୍ପାଦନା][ଷଣ୍ଢାମାର୍କ—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଷଣ୍ଡ ଓ ଅମର୍କ ନାମକ ଶୁକ୍ରଙ୍କର ପୁତ୍ର ଦ୍ୱୟ — Shaṇḍa and Amarka who were the two sons of Ṡukra and who were tutors to Prahlāda.
[ଦ୍ରଷ୍ଟବ୍ୟ —ଏମାନେ ପ୍ରହ୍ଲାଦଙ୍କ ଶିକ୍ଷାଗୁରୁ ରୂପେ ହିରଣ୍ୟକଶିପୁଙ୍କଦ୍ୱାରା ନିଯୁକ୍ତ ହୋଇଥିଲେ ଏମାନେ ବଳିଷ୍ଠ, ପୃଥୁଳକାୟ ଓ ଦୁଷ୍ଟ ଥିଲେ]
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ଷଣ୍ଡାମାର୍କା (ଦେଖ) - Shaṇḍāmārkā (See)