ଷଣ୍ଢିଆ
ଦେଖଣା
ଷଣ୍ଢିଆ
ଉଚ୍ଚାରଣ
[ସମ୍ପାଦନା](ଷେଣ୍ଢିଆ, ଷେଣ୍ଡିଆ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ଷଣ୍ଢ=ନ ପୁଂସକ)
[ସମ୍ପାଦନା]- ୧. ନପୁଂସକ — ୧. Impotent.
- ୨. ଷଣ୍ଢ ସମ୍ୱନ୍ଧୀୟ —୨. Relating to a bull.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯାଥା; କଣିଷଣ୍ଢିଆ, କାଣ୍ଡଷଣ୍ଢିଆ, ବଡଷଣ୍ଡିଆ]
ଷଣ୍ଢିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଷଣ୍ଢିଆ (ଦେଖ) - — Shaṇḍhiā (See)