ଷଷ୍

ଉଇକିଅଭିଧାନ ରୁ
Jump to navigation Jump to search

ଷଷ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ)—(ସା ଧାତୁ=ନାଶକରିବା +କର୍ତ୍ତୃ କ୍ୱିପ୍;ସଂସ୍କୃତ - ଷଷ୍ ଶବ୍ଦର ୧ମା ୧ ବଚନ)[ସମ୍ପାଦନା]

ଛଅ —Six.

(ଦ୍ର—ଅନ୍ୟାନ୍ୟ ଭାଷାରେ ଏହାର ସାଦୃଶ୍ୟ ଯଥା—ସଂସ୍କୃତ—ଷଷ୍; ପାରସି—ଶଶ୍, ଗ୍ରୀକ—ହେକ୍ସ୍, ଲାଟିନ—ସେକ୍ସ୍, ଜର୍ମାନି—ସେଖ୍ସ୍, ଇଂରେଜି—ସିକ୍ସ୍)