Jump to content

ଷଷ୍ଟିକ

ଉଇକିଅଭିଧାନ‌ରୁ

ଷଷ୍ଟିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଷଷ୍ଟି=୬+କ)

[ସମ୍ପାଦନା]
୧. ଷଷ୍ଟି ସଂଖ୍ୟକ — ୧. Numbering sixty.
୨. ଷଷ୍ଟି ସଂଖ୍ୟାଦ୍ୱାରା କ୍ରୀତ —୨. Purchased at the price of ୬୦ (coins etc).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୬. ଦିନରେ ପାଚିବା ଧାନ; ଷାଠିକା ଧାନ —A kind of paddy which ripens in ୬୦ days after sowing.