ଷଷ୍ଠାନ୍ନ କାଳ
ଦେଖଣା
ଷଷ୍ଠାନ୍ନ କାଳ
ଉଚ୍ଚାରଣ
[ସମ୍ପାଦନା](ଷଷ୍ଠାନ୍ନ କାଳକାଳିକ—ଅନ୍ୟ ବିଶେଷଣ - ରୂପ)
(ଷଷ୍ଠାନ୍ନ କାଳକ—ଅନ୍ୟ ବିଶେଷ୍ୟରୂପ)
ସଂସ୍କୃତ - ବିଶେଷଣ - (ଷଷ୍ଠ+ଅନ୍ନ+କାଳ)
[ସମ୍ପାଦନା]ଯେଉଁ ବ୍ୟକ୍ତି ବା ପ୍ରାଣୀ ଦୁଇ ଦିନ ଅନାହାର ରହି ତୃତୀୟ ଦିନ ସାୟଂ— କାଳରେ ଥରେ ଖାଏ — (a person or animal) Fasting for ୨ days and breaking his fast on the third evening.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୁଇ ଦିନ ଅନାହାରରେ ରହି ତୃତୀୟ ଦିନ ସାୟଂକାଳରେ ଥରେ ଭୋଜନ (ବିଶ୍ୱକୋଷ) — Taking food on the ୩rd evening after fasting for ୨ whole days.