ଷଷ୍ଠୀ ତତ୍ପୁରୁଷ

ଉଇକିଅଭିଧାନ‌ରୁ

ଷଷ୍ଠୀ ତତ୍ପୁରୁଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)[ସମ୍ପାଦନା]

ସମାସ ବିଶେଷ; ଯେଉଁ ସାମାସରେ ପୂର୍ବପଦ ଷଷ୍ଠୀବିଭକ୍ତି— ବିଶିଷ୍ଟ ଥାଇ ଉତ୍ତମ ପଦ ସଙ୍ଗେ ଯୁକ୍ତ ହୋଇଥାଏ — A compound formed, of ୨ words, the ୧st word being in genitive in reference to the ୨nd word.

[ଯଥା—ନଦୀତୀର, ବୃକ୍ଷମଳ]