ଷାଣ୍ମାତୁର

ଉଇକିଅଭିଧାନ‌ରୁ

ଷାଣ୍ମାତୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ.—(ଷଟ୍+ମାତୃ+ଅପତ୍ୟାର୍ଥେ ଅ; ଛଅଗୋଟି ମାତାଙ୍କର ସନ୍ତାନ)[ସମ୍ପାଦନା]

ଷଡ଼ାନନ; କାର୍ତ୍ତିକେୟ — God Kārttikeya; Mahādeba's elder son.

[ଦ୍ରଷ୍ଟବ୍ୟ —ଏହାଙ୍କର ୬ ଗୋଟି ମାତାଙ୍କର ନାମ, ଯଥା— କୃତ୍ତିକାତ୍ରୟ, ଦୁର୍ଗା, ଗଙ୍ଗା ଓ ପୃଥିବୀ; ମତାନ୍ତରେ ୬ଟି କୃତ୍ତିକା ନକ୍ଷତ୍ର ନକ୍ଷତ୍ର ତଳେ ନୋଟ୍ ଦେଖ]