ଷାଣ୍ମାସିକ
ଦେଖଣା
ଷାଣ୍ମାସିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଷଣ୍ମାସ+ଭବାର୍ଥେ ଇକ)
[ସମ୍ପାଦନା]- ୧. ଯାହା ଛଅ ମାସରେ ଥରେ ଘଟେ (ଯଥା—ପରୀକ୍ଷା) ୧. (a examination) Half-yearly; happening or taking place once in every six months.
- ୨. ଛଅ ମାସ ସମ୍ୱନ୍ଧୀୟ —୨. Relating to six months.
- ୩. ଛଅମାସରେ ଥରେ ଦେୟ — ୩. Payable once in six months.
- ୪. ଛଅ ମାସ ଅନ୍ତରରେ କର୍ତ୍ତବ୍ୟ (ଶ୍ରାଦ୍ଧାଦି) —୪. (Ceremonies) Perfomable at intervals of ୬ months.
- ୫. ପ୍ରତି ୬ ମାସରେ ଥରେ ପ୍ରକାଶିତ — ୫. (reports; periodicals) Published six monthly.