ଷିଟିକେଇବା
ଦେଖଣା
ଷିଟିକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଷିଟିକେଇବା
|
ଦେଶଜ - କ୍ରିୟାପଦ - (ସଂ ଷିଟ୍ଧାତୁ=ଘୃଣା କରିବା)
[ସମ୍ପାଦନା]ଘୃଣାରେ ନାସିକା କୁଞ୍ଚନ କରିବା —To contract the nose through disgust or hatred.
ଷିଟିକେଇବା
|
ଘୃଣାରେ ନାସିକା କୁଞ୍ଚନ କରିବା —To contract the nose through disgust or hatred.