ଷିଡ୍ଗ
ଦେଖଣା
ଷିଡ୍ଗ
ଉଚ୍ଚାରଣ
[ସମ୍ପାଦନା][ଷିଡ୍ଗ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଷିଡ୍ଗ
|
ସଂସ୍କୃତ - ବିଶେଷଣ - ପୁଂ—(ଷିତ୍ଧାତୁ=ଘୃଣା କରିବା+କର୍ମ ତ)
[ସମ୍ପାଦନା]- ୧. କମୁକ — ୧. Amorous; lustful; lecherous.
- ୨. ଲମ୍ପଟ; ଲୋଚ୍ଚା —୨. Adulterous; lewd.
- ୩. ରସିକ —୩. Gallant.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜାର ପୁରୁଷ; ଉପପତି —୧. Paramour.
- ୨. ଲମ୍ୱଟବ୍ୟକ୍ତି ୨. Lewd person.
- ୩. ନାଗର; ରସିକ ବ୍ୟକ୍ତି —୩. A gallant.