ଷୋଡ଼ଶାଂଘ୍ରି

ଉଇକିଅଭିଧାନ‌ରୁ

ଷୋଡ଼ଶାଂଘ୍ରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷୋଡ଼ଶାଙ୍ଘ୍ରି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଷୋଡ଼ଶ+ଅଂଘ୍ରି=ଚରଣ ଯାହାର)[ସମ୍ପାଦନା]

କର୍କଟ (ହେମଚନ୍ଦ୍ର) — Crab.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧୬.ଟି ପଦ ବିଶିଷ୍ଟ —Having sixteen legs.