Jump to content

ଷୋଡ଼ଶିକା

ଉଇକିଅଭିଧାନ‌ରୁ

ଷୋଡ଼ଶିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଷୋଡ଼ଶ+ଇକ+ଆ)

[ସମ୍ପାଦନା]
୧. ଏକ ପଳ ପରିମାଣ; ଆଠତୋଳା (ଚରକ) —୧. A standard weight of ୮ Toḻās.
୨. ତୋଳକ ଦ୍ୱୟ ପରିମାଣ; ଦୁଇ ତୋଳା (ପରିଭାଷା ପ୍ରଦୀପ) — ୨. A standard of weight of ୨ Toḻās.