ଷୋଡ଼ଶ ଦାନ

ଉଇକିଅଭିଧାନ‌ରୁ

ଷୋଡ଼ଶ ଦାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଆଦ୍ୟଶ୍ରାଦ୍ଧରେ ପ୍ରେତୋ— ଦ୍ଦେଶ୍ୟରେ ଦିଆଯିବା ୧୬:ଟି ବସ୍ତୁର ଦାନ —୧. The gift of ୧୬ articles to Brahmins in honour of the deceased during obsequial rites.

[ଦ୍ରଷ୍ଟବ୍ୟ —ଏହି ଷୋଡ଼ଶ ଦାନ ୧୬: ଥର ବା ୧୬: ଗୁଣ କରି ଦିଆଗଲେ ଏହା 'ଦାନ ସାଗର' ନାମରେ ଖ୍ୟାତ ହୁଏ ଗୟାଶ୍ରାଦ୍ଧ— ପଦ୍ଧତିରେ ବର୍ଣ୍ଣିତ ଉକ୍ତ ଷୋଡଶ ଦାନ, ଯଥା— ସ୍ୱର୍ଣ୍ଣ, ରୌପ୍ୟ, ତାମ୍ର କାଂସ୍ୟ, ଗୋ, ଅଶ୍ୱ, ହସ୍ତୀ, ଗୃହ, ଭୂମି, ବୃଷ, ବସ୍ତ୍ର, ଶଯ୍ୟା, ଉପାନହ, ଦାସୀ, ଅନ୍ନ ଓ ଜଳ (ବାୟୁ ପୁରାଣ—ଗୟାମାହାତ୍ମ୍ୟ) ଏହା ଷୋଡଶକଠାରୁ ପୃଥକ୍

୨. ଷୋଡଶକ (ଦେଖ) - — ୨. Shoṟḍ̠aṡaka (See)
୩. ମଳମାସତତ୍ୱ— ଲିଖିତ ତୁଳାସୁରୁଷାଦି ୧୬: ପ୍ରକାର ବହୁ ପୁଣ୍ୟପ୍ରଦ ମହାଦାନ —୩. ୧୬ kinds of great gifts prescribed in the Hindu Ṡastras.

[ଦ୍ରଷ୍ଟବ୍ୟ — ୧ ତୁଳା ପୁରୁଷ ୨ ହିରଣ୍ୟ ଗର୍ଭ, ୩ ବ୍ରହ୍ମାଣ୍ଡ, ୪ କଳ୍ପ ପାଦପ,୫ ଗୋ ସହସ୍ର,୬ ହିରଣ୍ୟ କାମଧେନୁ,୭ ହିରଣ୍ୟାଶ୍ୱ,୮ ପଞ୍ଚ ଲାଙ୍ଗଳକ, ୯ ଧରା, ୧ ହିରଣ୍ୟାଶ୍ୱରଥ, ୧୧:

ହେମହସ୍ତ ରଥ, ୧୨: ବିଷ୍ଣୁଚକ୍ର, ୧୩: କଳ୍ପଲତା, ୧୪: ସପ୍ତ ସାଗର; ୧୫: ରତ୍ନ ଧେନୁ ଓ ୧୬: ମହାଭୁତ ଘଟ]