ଷୋଢ଼ା ନ୍ୟାସ

ଉଇକିଅଭିଧାନ‌ରୁ

ଷୋଢ଼ା ନ୍ୟାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

(ତନ୍ତ୍ର) ଦେବତାଙ୍କୁ ପୂଜା କରିବା ସମୟରେ ତନ୍ତ୍ର ବିଧିଦ୍ୱାରା ପୂଜକର ଶରୀରରେ ମନ୍ତ୍ରନ୍ୟାସ — The consecration of the worshipper's own body by purifying it with the prescribed application of mystic formulae before wroshipping a Deity.