ଷୋଳପଣି କିସ୍ତି

ଉଇକିଅଭିଧାନ‌ରୁ

ଷୋଳପଣି କିସ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲାଟବନ୍ଦିର ଯେଉଁ କିସ୍ତିରେ ବାର୍ଷିକ ରାଜସ୍ୱର ସମ୍ପୂର୍ଣ୍ଣ ଅଂଶ ଦିଆଯାଏ — The instalment in which the whole of the annual revenue becomes payable.

[ଦ୍ରଷ୍ଟବ୍ୟ — ବର୍ଷକରେ କେଉଁ କେଉଁ ଅଞ୍ଚଳରେ ପ୍ରଜା ଚାରିପଣ (ଅର୍ଥାତ୍ ୧/୪) ଲେଖାଏଁ ୪ ଥରରେ ଆପଣା ଦେୟ ରାଜସ୍ୱକୁ ଜମିଦାରଙ୍କୁ ଦିଅନ୍ତି

ପ୍ରଥମ କିସ୍ତି=ଚାରିପଣି କିସ୍ତି

ଦ୍ୱିତୀୟ କିସ୍ତି=ଆଠପଣି କିସ୍ତି

ତୃତୀୟ କିସ୍ତି=ବାରପଣି କିସ୍ତି

ଶେଷ ବା ଚତୁର୍ଥ କିସ୍ତି=ଷୋଳପଣି କିସ୍ତି

କେଉଁ କେଉଁ ଅଞ୍ଚଳରେ ବାର୍ଷିକ ଖଜଣା ୨ କିସ୍ତିରେ ଆଠପଣି (ବା ୧/୨) ଲେଖାଏଁ ଦିଆଯାଏ

ପ୍ରଥମ କିସ୍ତି=ଆଠପଣି କିସ୍ତି

ଦ୍ୱିତୀୟ ବା ଶେଷ କିସ୍ତି=ଷୋଳପଣି କିସ୍ତି

ଓଡ଼ିଶାରେ ଜମିଦାରମାନେ ବାର୍ଷିକ ରାଜସ୍ୱକୁ ଦୁଇ କିସ୍ତିରେ, ପ୍ରାୟ ଅର୍ଦ୍ଧେକ ଲେଖାଏଁ, ଗଭର୍ଣ୍ଣମେଣ୍ଟକୁ ଦିଅନ୍ତି

ବୈଶାଖ ବା ପ୍ରଥମ କିସ୍ତି=ଆଠପଣି କିସ୍ତି କାର୍ତ୍ତିକ ବା ଦ୍ୱିତୀୟ କିସ୍ତି ଷୋଳପଣି କିସ୍ତି]