ଷୋଳ ଅଣା
ଦେଖଣା
ଷୋଳ ଅଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଷୋଳ ଅଣା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ୬୪: ପଇସା; ଏକ ଟଙ୍କାର ଅଣାର ସମଷ୍ଟି —୧. ୧୬ annas or ୬୪ pice equal to one rupee.
- ୨. କୌଣସି ବିଷୟର ବା ପଦାର୍ଥର ପୂର୍ଣ୍ଣ ଅବସ୍ଥା —୨. The complete or full condition of any thing or matter.
- ୩. ସମ୍ପୂର୍ଣ୍ଣ ପଦାର୍ଥ —୩. A whole thing; the whole.
ଦେଶଜ - ବିଶେଷଣ -
[ସମ୍ପାଦନା]ସମ୍ପୂର୍ଣ୍ଣ — Full; whole.
[ଉ—ପୀରତି ଲକ୍ଷଣ ବାଞ୍ଛଇ ପ୍ରଣୟୀ ପ୍ରିୟତମେ ଷୋଳ ଅଣା—ନନ୍ଦକିଶୋର. ଶର୍ମିଷ୍ଟା]