Jump to content

ଷୋଳ ନାମ

ଉଇକିଅଭିଧାନ‌ରୁ

ଷୋଳ ନାମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭଗବାନଙ୍କର ଷୋଳଟି ନାମ (ଯଥା—ହରେ ରାମ ହରେ ରାମ, ରାମ ରାମ ହରେ ହରେ; ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ) — The formula in which the name of God is uttered sixteen times.

[ଦ୍ରଷ୍ଟବ୍ୟ — ଏହାକୁ ମଧ୍ୟ ଷୋଳ ନାମ ବତ୍ରିଶ (ବତିଶି) ଅକ୍ଷର କହନ୍ତି]