Jump to content

ଷ୍ଟାଣ୍ଡାର୍ଡ

ଉଇକିଅଭିଧାନ‌ରୁ

ଷ୍ଟାଣ୍ଡାର୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ସ୍କୁଲରେ ଆଧୁନିକ ଧାରଣରେ ତଳ ଆଡ଼ୁ ଗଣାଯିବା ଶ୍ରେଣୀ ବିଭାଗ —Standard or number of a class reckoned from the lowest class of a school.

[ଦ୍ରଷ୍ଟବ୍ୟ —ଶିଶୁଶ୍ରେଣୀ ୧ମ ଷ୍ଟାଣ୍ଡାର୍ଡ, ତହିଁର ଉପର ଶ୍ରେଣୀ ୨ୟ ଷ୍ଟାଣ୍ଡାର୍ଡ ଓ ତହିଁର ଉପର ଶ୍ରେଣୀ ୩ୟ ଷ୍ଟାଣ୍ଡାର୍ଡ ନିମ୍ନ ପ୍ରାଇମେରୀରେ ୨ୟ ଓ ୩ୟ ଏପରି ୨ଟି ଷ୍ଟାଣ୍ଡାର୍ଡ ଉଚ୍ଚ ପ୍ରାଇମେରୀରେ ୪ର୍ଥ ଓ ୫ମ ଷ୍ଟାଣ୍ଡାର୍ଡ ମାଇନର ବା ଭର୍ଣ୍ଣାକୁଲଙ୍ଗରେ ୬ଷ୍ଠ: ଓ୭ମ: ଷ୍ଟାଣ୍ଡାର୍ଡ଼ ମାଟ୍ରିକୁଲେଶନ୍ରେ ୮ମ: ୯ମ, ୧ମ, ୧୧ଶ ଷ୍ଟାଣ୍ଡାର୍ଡ]