ଷ୍ଟାଣ୍ଡାର୍ଡ ଟାଇମ
ଦେଖଣା
ଷ୍ଟାଣ୍ଡାର୍ଡ ଟାଇମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଷ୍ଟାଣ୍ଡାର୍ଡ ଟାଇମ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ସରକାରଙ୍କ ଆଇନ୍ ଅନୁସାରେ ଭାରତରେ ସର୍ବତ୍ର ଚଳୁଥିବା ଏକ ସଂଖ୍ୟାସୂଚକ ସମୟ —Standard time currently used throughout India (except Calcutta).
[ଦ୍ରଷ୍ଟବ୍ୟ —କେବଳ କଲିକତାରେ ଷ୍ଟାଣ୍ଡାର୍ଡ ଟାଇମ୍ ଚଳେ ନାହିଁ ଷ୍ଟାଣ୍ଡାର୍ଡ ଟାଇମ୍ ମାନ୍ଦ୍ରାଜର ସମୟ ଅଟେ କଲିକତାର ସ୍ଥାନୀୟ ସମୟ ଷ୍ଟାଣ୍ଡାର୍ଡଟାଇମ୍ ଅପେକ୍ଷା ୨୪: ମିନିଟ ଅଧିକ ଭାରତର ଷ୍ଟାଣ୍ଡାର୍ଡଟାଇମ୍ ଗ୍ରୀନ୍ୱିଚ୍ର ସମୟଠାରେ ୫ ଘଣ୍ଟା ଅଧିକ ଅଟେ ଇଂଲଣ୍ଡର ଷ୍ଟାଣ୍ଡାର୍ଡ ଟାଇମ୍ ଗ୍ରୀନ୍ୱିଚ୍ର ସମୟ ଅପେକ୍ଷା ୧ ଘଣ୍ଟା ଅଧିକ]