Jump to content

ଷ୍ଟାଣ୍ଡ୍

ଉଇକିଅଭିଧାନ‌ରୁ

ଷ୍ଟାଣ୍ଡ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଭଡ଼ାରେ ବାହିତ ପାଲକୀ, ଘୋଡ଼ା, ଗାଡ଼ି ଆଦି ଯାନମାନଙ୍କ ଅପେକ୍ଷା କରି ରହିବା ପାଇଁ ମିଉନିସି— ପାଲିଟିଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନ; ଶଗଡ଼, ଗାଡ଼ି ଆଦିର ଅଡ଼ା — A stand for hackney carriages etc.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ପୂର୍ବେ ଅନ୍ୟ ଇଂରାଜି ଶବ୍ଦମାନ ଲାଗେ; ଯଥା—ମଟର ଷ୍ଟାଣ୍ଡ; କାରେଜ୍ ଷ୍ଟାଣ୍ଡ୍, ପାଳୀ ଷ୍ଟାଣ୍ଡ, ରିକ୍ସା ଷ୍ଟାଣ୍ଡ; ଇଷ୍ଟାଣ୍ଡ ଅଶୁଦ୍ଧ ଉଚ୍ଚାରଣ]