ଷ୍ଟାର୍ ଅଫ୍ ଉତ୍କଳ
ଦେଖଣା
ଷ୍ଟାର୍ ଅଫ୍ ଉତ୍କଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଷ୍ଟାର୍ ଅଫ୍ ଉତ୍କଳ
|
ଦେଶଜ - ବି(ନାମ)
[ସମ୍ପାଦନା]ପ୍ରଥମେ ସ୍ୱର୍ଗୀୟ କ୍ଷୀରୋଦ ଚନ୍ଦ୍ର, ରାୟ, ପରେ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଓ ତତ୍ପରେ କିଛିଦିନ ରାଜକୃଷ୍ଣ ବେଷଙ୍କଦ୍ୱାରା ସମ୍ପାଦିତ କଟକରେ ଖଣ୍ଡିଏ ଇଂରାଜି ସାପ୍ତାହିକ ସମ୍ୱାଦପତ୍ର —The star of Utkal-an English weekly of Cuttack now defunct.
[ଦ୍ରଷ୍ଟବ୍ୟ —ଏହା ବର୍ତ୍ତମାନ ପ୍ରକାଶିତ ହେଉନାହିଁ]