Jump to content

ସଂକଟାକ୍ଷ

ଉଇକିଅଭିଧାନ‌ରୁ

ସଂକଟାକ୍ଷ

ଉଚ୍ଚାରଣ

[ସମ୍ପାଦନା]

(ସଙ୍କଟାକ୍ଷ—ଅନ୍ୟରୂପ)

ସଂସ୍କୃତ - ବି; (ସମ୍+କଟାକ୍ଷ)

[ସମ୍ପାଦନା]
୧. ତୀବ୍ର କଟାକ୍ଷ — ୧. A very frowning look.
୨. ଧବଳ ବୃକ୍ଷ; ଅର୍ଜ୍ଜୁନ ବୃକ୍ଷ —୨. Name of a tree; Terminalia Arjuna.

ବିଶେଷଣ -

[ସମ୍ପାଦନା]

କଟାକ୍ଷ— ସହିତ; କଟାକ୍ଷ ଯୁକ୍ତ (ଦୁଷ୍ଟି) —Ogling (look); accompanied with side glances.