ସଂକଟେଈ ମୁଦି

ଉଇକିଅଭିଧାନ‌ରୁ

ସଂକଟେଈ ମୁଦି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂକଟା+ମୁଦ୍ରିକା)[ସମ୍ପାଦନା]

ସନ୍ତାନକାମା ସ୍ତ୍ରୀମାନେ ସନ୍ତାନ ଲାଭପାଇଁ ମାନସିକ କରି, ଓ ସନ୍ତାନ ହେଲେ ସଂକଟେଈ ଦେବୀଙ୍କୁ ଭୋଗ ଦେବେ ବୋଲି ସଂକଳ୍ପ କରି, ଡାହଆଣ ହାତର ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠି, ଏ ଦୁଇ ଆଙ୍ଗଠିରେ ଛନ୍ଦିକରି ପିନ୍ଧାବା ପରସ୍ପରସଂଲଗ୍ନ ଠ ଆକାରର ଧାତୁମୟ ମୁଦ୍ରକା —A double ring worn by females desiring offspring.

[ଦ୍ରଷ୍ଟବ୍ୟ —ଏହାକୁ ପିନ୍ଧାଥିବା ସ୍ତ୍ରୀର ଉକ୍ତ ଦୁଇ ଆଙ୍ଗୁଠିଯାକ ଏକ ସମୟରେ ଚାଳିତ ହୁଏ ମାନସିକ କରିଥିବା ସ୍ତ୍ରୀର ସନ୍ତାନ ହେଲେ ଉକ୍ତ ସନ୍ତନ ବଡ଼ ହୋଇ ଯେଉଁ ଦିନ ମାଆକୁ ପଚାରିବ, "ମା ? ଏ ମୁଦି କିଆଁ ପିନ୍ଧିଛୁ ?" ସେହି ଦିନ ଏ ବ୍ରତ ଉଯୁଆଁ ହେବ ଏବଂ ମାଆ ନିଜ ହାତରୁ ଉକ୍ତ ମଦି କାଢ଼ି ସଂକଟେଈଙ୍କଠାରେ ମନାସିଥିବା ଭୋଗରାଗ କରିବେ ]