ସଂକଥନ

ଉଇକିଅଭିଧାନ‌ରୁ

ସଂକଥନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍କଥନ, ସଂକଥା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+କଥ୍ଧାତୁ+ଭାବ ଅନ)[ସମ୍ପାଦନା]

୧. କଥୋପ— କଥନ —୧. Conversation.
୨. ବାକ୍ୟାଳାପ —୨. Dialogue.