ସଂକର

ଉଇକିଅଭିଧାନ‌ରୁ

ସଂକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍କର—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ - (ସମ୍=ସମ୍ୟକ୍ରୂପେ+କୃ ଧାତୁ=କରିବା+ଭାବଅ)

୧. ଏକାଧିକ ବସ୍ତୁର ମିଶ୍ରଣ —୧. Intermixture; mixture.
୨. ବିରୁଦ୍ଧ ପଦାର୍ଥ— ମାନଙ୍କର ମିଶ୍ରଣ —୨. Mixture of opposite or inompatible things.
୩. ବର୍ଣ୍ଣସଙ୍କର ଜାତି ବା ବ୍ୟକ୍ତି —୩. A person of mixed blood; hybrid; half caste; mixed caste.
୪. (ସମ୍+କୃ ଧାତୁ=ବିକ୍ଷେପ କରିବା+କର୍ମ ଅ) ଆବର୍ଜନା; ସମ୍ମାର୍ଜନୀକ୍ଷିପ୍ତ ଧୂଲ୍ୟାଦି —୧. Sweepings; scourings.
୫. ସାଙ୍କୁଚ ମାଛ —୫. Rayfish; the stingray.
୬. ଅର୍ଥାଳଂକାର ବିଶେଷ —୬. A figure of speech

(ଦ୍ର—ଯେଉଁଠାରେ ଏକାଧିକ ଅଳଂକାର ଏକ ବାକ୍ୟରେ ଏକତ୍ର ମିଳିତ ହୋଇ ସାପେକ୍ଷ ଭାବରେ ରହନ୍ତି, ସେଠାରେ 'ସଂକର ଅଳଂକାର' ହୁଏ ଯଥା—ଶୋଭା ସେ ଲଭିଲା ଅପ୍ସରୀ ଦିବ୍ୟ ଶୋଭାକୁ ବଳି, ଫୁଟିଲା ଲାବଣ୍ୟ ସରରେ ନବ କମଳକଳି (ରାଧାନାଥ—ଚନ୍ଦ୍ରଭାଗା) (ଅଳଂକାର ତରଙ୍ଗିଣୀ— କୁଳମଣି)

  • (file)

ଦେଶଜ - ବିଶେଷ୍ୟ - ପୁଂ.[ସମ୍ପାଦନା]

ସଙ୍କର୍ଷଣ ନାମକ ବ୍ୟକ୍ତିର ଡାକନାମ —A name for calling Saṅkarshaṇa.