Jump to content

ସଂକରା

ଉଇକିଅଭିଧାନ‌ରୁ

ସଂକରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସଙ୍କରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂକର=ନୀଚଜାତୀୟ)

[ସମ୍ପାଦନା]

ଏକ ପ୍ରକାର ବଣୁଆ କଦଳୀ; ସଙ୍କାର କଦଳୀ —A sort of inferior plantain or banana.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. (ଗାଳି) ବର୍ଣ୍ଣସଂକର —୧. (a term of abuse) A person of mixed caste
୨. ସଂକର୍ଷଣର ଅନାଦରାର୍ଥକ ଡାକନାମ —୨. Name for calling 'Samkarshaṇa in disregard.