ସଂକରା କଦଳୀ
ଦେଖଣା
ସଂକରା କଦଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂକରା କଦଳୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ନିକୃଷ୍ଟ କଦଳୀ (ଦ୍ର—ଏହା କାଠିଆ କଦଳୀ ଜାତୀୟ ଏବଂ ତାହାଠାରୁ ଆକାରରେ ଛୋଟ ଓ ଖୋଇବାକୁ ଅସ୍ୱାଦୁ ଏହାକୁ ବନ୍ୟ କଦଳୀ ବୋଲା ଯାଇପାରେ) —A species of inferior wild plantain.