ସଂକରୀକରଣ

ଉଇକିଅଭିଧାନ‌ରୁ

ସଂକରୀକରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂକର+ଅଭୂତତ୍ଭାବେ ଚି+କୃ ଧାତୁ+ ଭାବ. ଅନ)[ସମ୍ପାଦନା]

୧. ନାନାବିଧ ପାପାନ୍ତର୍ଗତ ପାପ ବିଶେଷ; ଖର, ଅଶ୍ୱ, ଉଷ୍ଟ୍ର, ମୃଗ, ହସ୍ତ୍ରୀ, ମେଷ, ଛାଗଳ, ମତ୍ସ୍ୟ, ଅହି, ମହିଷ, ଏହି ଜୀବମାନଙ୍କର ବଧ); ଗ୍ରାମ୍ୟ ଓ ଆରଣ୍ୟ ପଶୁମାନଙ୍କ ବଧ —୧. A sort of sin (amongst the nine kind of sins enumerated in the Hindu Ṡāstras.) commited by killing of certain animals.
୨. ବହୁ ପଦାର୍ଥର ଏକତ୍ର ମିଶ୍ରଣ —୨. Mixing up of many things.
୩. ଦୁଇ ବିଭିନ୍ନ ଜାତୀୟ ପଶୁ ବା ବୃକ୍ଷାଦିକୁ ଯୋଡ଼ କରାଇ ଦୁଇ ଜାତିର ଗୁଣବିଶିଷ୍ଟ ଜୀବ ବା ବୃକ୍ଷାଦି ଉତ୍ପାଦନ କରାଇବା କ୍ରିୟା —୩. Cross- breeding.
୪. ଜାତିଭ୍ରଂଶକରଣ —୪. Causing a person to lose his caste.