Jump to content

ସଂକଳ୍ପଜ

ଉଇକିଅଭିଧାନ‌ରୁ

ସଂକଳ୍ପଜ

ଉଚ୍ଚାରଣ

[ସମ୍ପାଦନା]

ସଂକଳ୍ପ ଜନ୍ୟ, ସଂକଳ୍ପ ପ୍ରଭବ, ସଂକଳ୍ପ ମୂଳ ଅନ୍ୟରୂପ

ସଂକଳ୍ପଜା, ସଂକଳ୍ପଜନ୍ୟା, ସଂକଳ୍ପ ପ୍ରଭବା, ସଂକଳ୍ପମୂଳା ସ୍ତ୍ରୀ

ସଂସ୍କୃତ - ବିଶେଷଣ - (ସଂକଳ୍ପ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଇଚ୍ଛାରୁ ଉତ୍ପନ୍ନ —୧. Born of desire;resulting from desire.
୨. ପ୍ରଥମେ ସଂକଳ୍ପ ଉଚ୍ଚାରଣ କରି କରାଯିବା (କାର୍ଯ୍ୟ) —୨. (Rite) Done after uttering the requisite formula.