ସଂକଳ୍ପ ଗୁଆ
ଦେଖଣା
ସଂକଳ୍ପ ଗୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂକଳ୍ପ ଗୁଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ଦୈବୀକର୍ମ କରିବା ପାଇଁ ଯଜମାନ ସଂକଳ୍ପ ବାକ୍ୟ ପଢ଼ି ପୁରୋହିତ ହାତକୁ ଯେଉଁ ଗୁଆଟି ବଢ଼ାଇଦିଏ —The beted nut which is handed over to the priest by a āajamāna after he has recited the Saṅkaḻpa formula before beginning the rite.
(ଦ୍ର—ଚଣ୍ଡୀପାଠ ନିମନ୍ତେ ବାବୁଙ୍କ ହାତରୁ ସଂକଳ୍ପ ଗୁଆ ଟେକି ନେଇ ଓହ୍ଲାଇ ଆସିଲେ— ଫକୀରମୋହନ. ଗଳ୍ପସ୍ୱଳ୍ପ)