ସଂକଳ୍ପ ସିଦ୍ଧି
ଦେଖଣା
ସଂକଳ୍ପ ସିଦ୍ଧି
ଉଚ୍ଚାରଣ
[ସମ୍ପାଦନା](ସଂକଳ୍ପସିଦ୍ଧା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (ତୃତୀୟା ତତ୍) ଯାହା ମାନସିକ ଅଭିଳାଷଦ୍ୱାରା ନିର୍ଣ୍ଣିତ ହୋଇଅଛି —୧. Accomplished by mental resolve or will.
- ୨. ଯେ ମାନସିକ ବଳଦ୍ୱାରା ଅତିମାନୁଷ ଶକ୍ତି ଲାଭ କରିଅଛନ୍ତି —୨. One who has gained supernatural power through the strength of will.
ସଂକଳ୍ପ ସିଦ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]ମନୋବାଞ୍ଛାର ପୂର୍ତ୍ତି —The fulfilment of one's desire.