ସଂକାର

ଉଇକିଅଭିଧାନ‌ରୁ

ସଂକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଙ୍କାର—ଅନ୍ୟରୁପ)

ସଂସ୍କୃତ - ବିଶେଷ୍ୟ -(ସମ୍+କୃ ଧାତୁ=ବିକ୍ଷେପ କରିବା+କର୍ମ ଅ)[ସମ୍ପାଦନା]

ସଂମାର୍ଜନୀକ୍ଷିପ୍ତ ଧୂଳି ଆଦି; ଛାଞ୍ଚୁଣୀରେ ଓଳିଆ ହୋଇ ଗଦା କରା ଯାଇଥିବା ଅଳିଆ —Sweepings.