ସଂକାଶ
ସଂକାଶ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ସଙ୍କାଶ—ଅନ୍ୟରୂପ)
(ସଂକାଶା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ -(ସମ୍+କାଶ ଧାତୁ=ଦୀପ୍ତି ପାଇବା+ କର୍ତୃ. ଅ)
- ୧. (ଶଦ୍ଦର ପରବର୍ତ୍ତୀ ହେଲେ) ତୁଲ୍ୟ; ସଦୃଶ (ଯଥା—ପ୍ରଳୟସଂକାଶ, କୁନ୍ଦେନ୍ଦୁସଂକାଶ) —୧. Equal to; similar to.
- ୨. ସମାନ ବର୍ଣ୍ଣ ବାର କାନ୍ତି ବିଶିଷ୍ଟ —୨. Of a like colour or lustre; resemblin.
[ଉ—ସେହି ପ୍ରଳୟସଂକାଶ ଭୟଙ୍କର ଦିବସରେ ଯେଉଁ ସବୁ ଘଟନାମାନ ଘଟିଥିଲା, ମଧୂସୂଦନ, ଲିସବନଭୂମିକମ୍ପ ]
- ୩. ସମୀପବର୍ତ୍ତୀ; ନିକଟବର୍ତ୍ତୀ —୩. Near; adjacent.
ଧ୍ୱନି (ମାନକ ଓଡ଼ିଆ) (file)