ସଂକୀର୍ଣ୍ଣତା

ଉଇକିଅଭିଧାନ‌ରୁ

ସଂକୀର୍ଣ୍ଣତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂକୀର୍ଣ୍ଣ+ଭାବାର୍ଥେ. ତା, ତ୍ୱ)[ସମ୍ପାଦନା]

୧. ଅପ୍ରସରତା —୧. Narrowness.
୨. (ମନର) ଅନୁଦାରତା —୨. Want of liberality (of mind); narrowness (of mind).
୩. ସାଂକର୍ଯ୍ୟ —୩. The state of being of mixed blood.
୪. ଭିଡ଼; ଜନତା —୪. Crowd; state of being crowded.