Jump to content

ସଂକୀର୍ଣ୍ଣ ମୁଖ

ଉଇକିଅଭିଧାନ‌ରୁ

ସଂକୀର୍ଣ୍ଣ ମୁଖ

ଉଚ୍ଚାରଣ

[ସମ୍ପାଦନା]
(ସଂକୀର୍ଣ୍ଣମୁଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ସରୁ ମୁହଁ —୧. Narrow mouth.
୨. ସଂକୁଚିତ ମୁହଁ; କୁମ୍ପି ମୁହଁ —୨. Contracted mouth.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ବହୁବ୍ରୀହି) ===

୧. ସରୁ ମୁହାଁ; କୁମ୍ପି ମୁହାଁ —୧. narrow-mouthed.
୨. ଅପ୍ରଶସ୍ତ ଦ୍ୱାର ବିଶିଷ୍ଟ — ୨. Having a narrow outlet.