ସଂକୁଚିତ କରିବା
ଦେଖଣା
ସଂକୁଚିତ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂକୁଚିତ କରିବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂକୁଚିତ)
[ସମ୍ପାଦନା]- ୧. ଡ଼ାକିବା —୧. To contract.
- ୨. କ୍ଷୁଦ୍ରତର କରିବା — ୨. To shorten
[ଉ—ସିନ୍ଧୁଗର୍ଭେ ପ୍ରବେଶିଲେ ସଂକୋଚି ସ୍ୱବପୁ—ରାଧାନାଥ. ମହାଯାତ୍ରା]