ସଂକୋଚୀ

ଉଇକିଅଭିଧାନ‌ରୁ

ସଂକୋଚୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂକୋଚିନୀ—ସ୍ତ୍ରୀ, ପ୍ରସାର—ବିପରୀତ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂକୋଚ+ଇନ୍; ୧ମା. ୧ବ)[ସମ୍ପାଦନା]

୧. ସଂକୋଚ ଯୁକ୍ତ; ସଂକୁଚିତ —୧. Contracted.
୨. ଜଡ଼ୀଭୂତ; କୁଣ୍ଠିତ —୨. Hesitating.
୩. ଲାଜକୁଳା —୩. Shy; modest.