Jump to content

ସଂକୋଚ୍ୟ

ଉଇକିଅଭିଧାନ‌ରୁ

ସଂକୋଚ୍ୟ

ଉଚ୍ଚାରଣ

[ସମ୍ପାଦନା]
(ସଂକୋଚ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍+କୁଚ୍ ଧାତୁ+କର୍ମ ଯ)

[ସମ୍ପାଦନା]

ସଂକୋଚନ କରିବାର ଯୋଗ୍ୟ; ଯାହାକୁ ଚିପିକରି ଛୋଟ କରାଯାଇପାରେ; ସଂକୁଚିତ ହେବାର ଯୋଗ୍ୟ — Fit to be compressed; compressible; capable of being contracted.