Jump to content

ସଂକୋଚ ତ୍ୱକ୍

ଉଇକିଅଭିଧାନ‌ରୁ

ସଂକୋଚ ତ୍ୱକ୍

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଆଧୁନିକ ଚିକିତ୍ସାବିଜ୍ଞାନର ପରିଭାଷା)

୧. ଶରୀରର ଯେଉଁ ଅଂଶରେ ଚର୍ମ ମୁଦି ହୋଇଯାଏ (ଯଥା—ଗୁହ୍ୟ ଦ୍ୱାରର , ଓଠର ଇତ୍ୟାଦି) — ୧. Skin which contracts; Paniculus Carnosus.
୨. କୁଞ୍ଚିତ ଚର୍ମ —୨. Wrinkled skin.