Jump to content

ସଂକୋଚ ବୋଧ କରିବା

ଉଇକିଅଭିଧାନ‌ରୁ

ସଂକୋଚ ବୋଧ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରିବାକୁ କୁଣ୍ଠା ବୋଧ କରିବା —୧. To feel hesitation for doing some thing.
୨. ଲଜ୍ଜା ବୋଧ କରିବା; ଲାଜଲାଜ ହେବା —୨. To feel shy.