ସଂକ୍ରମିତ
ଦେଖଣା
ସଂକ୍ରମିତ
ଉଚ୍ଚାରଣ
[ସମ୍ପାଦନା]ସଙ୍କ୍ରମିତ, ସଂକ୍ରାମିତ, ସଙ୍କ୍ରାମିତ ଅନ୍ୟରୂପ
ସଂସ୍କୃତ - ବିଶେଷଣ - (ସମ୍+କ୍ରମ ଧାତୁ ଣିଚ=କ୍ରମି ଧାତୁ+କର୍ମ ତ)
[ସମ୍ପାଦନା]- ୧. ପ୍ରବେଶିତ —୧. Caused to enter into.
- ୨. ଭର୍ତ୍ତି କରାଯାଇଥିବା —୨. Thrust into.
- ୩. ନିବେଶିତ —୩. Engaged in; devoted to.
- ୪. ସ୍ଥାନାନ୍ତର ଗମିତ; ସ୍ଥାନାନ୍ତରିତ —୪, Removed; transfered from one place to another.
- ୫. ପ୍ରତିବିମ୍ୱିତ —୫. Reflected.