ସଂକ୍ରମ ସ୍ୱର

ଉଇକିଅଭିଧାନ‌ରୁ

ସଂକ୍ରମ ସ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ସ୍ୱରୋଦୟ ଶାସ୍ତ୍ର)

ଏକସମୟରେ ପୂର୍ଣ୍ଣଭାବରେ ଉଭୟ ନାକପୁଡ଼ାରେ ବହୁଥିବା ଚନ୍ଦ୍ରସ୍ୱର ଓ ସୂର୍ଯ୍ୟସ୍ୱର —The two kinds of breaths blowing at one and the same time through both the nostrils.

(ଉ—ଦୁଇ ସ୍ୱର ପୂର୍ଣ୍ଣାନ୍ତରେ ବହୁଥାଇ ଯେବେ, ଦୁଇ ପତ୍ର ଉପୁଜଇ ଜାଣ ତୁ ଗୋ ଏବେ ଏହାକୁ ସଂକ୍ରମ ସ୍ୱର କହି ଗୋ ଭବାନି! X X ପ୍ରାଚୀ ଶିବସ୍ୱରୋଦୟ)