Jump to content

ସଂକ୍ରାଇବା

ଉଇକିଅଭିଧାନ‌ରୁ

ସଂକ୍ରାଇବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି—(ସଂସ୍କୃତ - ସଂକୁଚନ)

[ସମ୍ପାଦନା]

ସଂକୁଚନ କରିବା; ଜାକିବା —To contract.

[ଯଥା—ଧୂତି ସଂକ୍ରାଇ ପାଏନେ ପଶ୍=ଅର୍ଥାତ୍ ଲୁଗାକୁ ଜାକି ପାଣିରେ ପଶ]