ସଂକ୍ଷେପକ

ଉଇକିଅଭିଧାନ‌ରୁ

ସଂକ୍ଷେପକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂକ୍ଷେପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍+କ୍ଷିପ୍ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

ସଂକୋଚକ —Contracting; condensing.

ବିଶେଷ୍ୟ -[ସମ୍ପାଦନା]

ଯେ କୌଣସି ବିଷୟକୁ ସଂକ୍ଷିପ୍ତ କରେ — One who abridges.