ସଂକ୍ଷୋଭ

ଉଇକିଅଭିଧାନ‌ରୁ

ସଂକ୍ଷୋଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂଙ୍କ୍ଷୋଭ—ଅନ୍ୟରୂପ)

(ସଂକ୍ଷୁବ୍ଧ, ସଂକ୍ଷୋଭିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ସମ୍+କ୍ଷୁଭ୍ ଧାତୁ=କ୍ଷୁବ୍ଧ ହେବା+ଭାବ. ଅ)[ସମ୍ପାଦନା]

୧. ଚାଞ୍ଚଲ୍ୟ —୧. Disturbance; fickleness.
୨. ଅସ୍ଥିରତା —୨. Restlessness; instability.
୩. ମନଶ୍ଚାଞ୍ଚଲ୍ୟ —୩. Caprice; unsteadiness; mental agitation.
୪. ଧର୍ଷଣ —୪. The daring of a person to comb at;
୫. ମନସ୍ତାପ; ଅତି କ୍ଷୋଭ —୫. Mental affliction; perturbation.


୬. ଗର୍ବ —୬. Arrogance; egotism.
୭. ଭୟଚକିତତା —୭. The state of being alarmed.