ସଂକ୍ଷୟ

ଉଇକିଅଭିଧାନ‌ରୁ

ସଂକ୍ଷୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ସଙ୍କ୍ଷୟୁ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (ସମ୍+ କ୍ଷି ଧାତୁ+ ଭାବ. ଅ)[ସମ୍ପାଦନା]

୧. ବିନାଶ; ଧ୍ୱଂସ — ୧. Ruin; destruction.
୨. ପ୍ରଳୟ — ୨. Dissolution.
୩. ସମ୍ୱଳବିନାଶ — ୩. Eradication.