ସଂଗତିପନ୍ନ
ଦେଖଣା
ସଂଗତିପନ୍ନ
ଉଚ୍ଚାରଣ
[ସମ୍ପାଦନା](ସଂଗତିସଂପନ୍ନ, ସଂଗତିଶାଳୀ—ଅନ୍ୟରୂପ)
(ସଂଗତିପନ୍ନା, ସଂଗତିସଂପନ୍ନା; ସଂଗତିଶାଳିନୀ—ସ୍ତ୍ରୀ)
(ସଂଗତିସଂପନ୍ନତା, ସଂଗତିଶାଳିତା—ବି)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ସଂଗତି+ପନ୍ନ=ଯୁକ୍ତ)
[ସମ୍ପାଦନା]- ୧. ସାଂସରିକ ସ୍ୱଚ୍ଛନ୍ଦ ଅବସ୍ଥାଯୁକ୍ତ — ୧. Well-to-do; (man) of easy circumstances.
- ୨. ଧନୀ —୨. Affluent; rich.