ସଂଗତି ବିହୀନ
ଦେଖଣା
ସଂଗତି ବିହୀନ
ଉଚ୍ଚାରଣ
[ସମ୍ପାଦନା](ସଂଗତିହୀନ, ସଂଗତିଶୂନ୍ୟ, ସଂଗତିରହିତ—ଅନ୍ୟରୂପ)
(ସଂଗତିବିହୀନ, ସଂଗତୀହୀନା, ସଂଗତିଶୂନ୍ୟା, ସଂଗତିରହିତା— ସ୍ତ୍ରୀ
(ସଂଗତିବୀହିନତା, ସଂଗତିହୀନତା, ସଂଗତିଶୂନ୍ୟତା, ସଂଗତିରାହିତ୍ୟ— ବି
ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍)
[ସମ୍ପାଦନା]ଧନହୀନ; ସମ୍ୱଳ— ହୀନ —Very poor; of straitened circumstances of poor means.