ସଂଗୁପ୍ତ

ଉଇକିଅଭିଧାନ‌ରୁ

ସଂଗୁପ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂଙ୍ଗୁପ୍ତ—ଅନ୍ୟରୂପ)

  • (file)

ସଂସ୍କୃତ - ବିଣ—(ସମ୍+ଗୁପ୍ ଧାତୁ=ଲୁଚାଇବା+କର୍ମ. ତ)[ସମ୍ପାଦନା]

୧. ଲୁକ୍କାୟିତ —୧. Concealed; hidden.
୨. ସୁରକ୍ଷିତ —୨. Well; protected; carefully guarded; watched well.