Jump to content

ସଂଗୋପନ

ଉଇକିଅଭିଧାନ‌ରୁ

ସଂଗୋପନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଗୋପନ)

[ସମ୍ପାଦନା]
୧. ସମ୍ୟକରୂପେ ଲୁଚାଇବା —୧. Careful concealment.
୨. ସମ୍ୟକ୍ ରକ୍ଷଣ —୨. Guarding; protecting.